Below header

ଖୋର୍ଦ୍ଧା: ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ନିକଟରୁ ମଣିଷ କଙ୍କାଳ ଉଦ୍ଧାର, ଆତଙ୍କିତ ଅଞ୍ଚଳବାସୀ

ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ସାମ୍ନାରୁ ମଣିଷ କଙ୍କାଳ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍‌ ନିକଟ ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ସାମ୍ନାରୁ କଙ୍କାଳ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକେ କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ଡାକ୍ତରୀ ମଇନା ପରେ କଙ୍କାଳ ପୁରୁଷ କି ମହିଳା ତାହା ସ୍ପଷ୍ଟ ହେବ ବୋଲି ପୋଲିସ ତରଫରୁ ସୂଚନା ମିଳିଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.