Browsing Tag

evm

ନିର୍ବାଚନ ପୂର୍ବରୁ ଭୁବନେଶ୍ୱର ଷ୍ଟ୍ରଙ୍ଗ ରୁମରେ ପହଞ୍ଚିଲା EVM

ଭୁବନେଶ୍ୱର(କେନ୍ୟୁଜ୍‌) : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ଭୁବନେଶ୍ବରରେ ପହଞ୍ଚିଛି ଇଭିଏମ । ନିର୍ବାଚନ ପୂର୍ବରୁ ଷ୍ଟ୍ରଙ୍ଗ ରୁମକୁ ଆସିଲା ଇଭିଏମ । କଡା ସୁରକ୍ଷା ବଳୟରେ ଖୋର୍ଦ୍ଧା ସ୍ଥିତ ପଣ୍ୟାଗାରରୁ ଭୁବନେଶ୍ବରର ବିଜେବି କଲେଜରେ ଆସି ପହଞ୍ଚିଛି । ଭୁବନେଶ୍ୱର ଲୋକ ସଭା…

ଇଭିଏମ ରୁ ନିର୍ବାଚନ ଚିହ୍ନ ହଟାଇବା ନେଇ ସୁପ୍ରିମକୋର୍ଟରେ ଦାୟର ହେଲା ପିଟିସନ, ୩୧ ଅକ୍ଟୋବରରେ ହେବ ଶୁଣାଣି

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ସୋମବାର ଇଲୋକ୍ଟ୍ରୋନିକ ଭୋଟିଂ ମେସିନ(ଇଭିଏମ୍‌) ରୁ ଦଳୀୟ ନିର୍ବାଚନ ଚିହ୍ନ ହଟାଇବା ନେଇ ଦାଖଲ ହୋଇଥିବା ପିଟିସନର ଶୁଣାଣି କରିବେ । ପିଟିସନରେ, ଭୋଟ ପତ୍ର ଓ ଇଭିଏମରୁ ନିର୍ବାଚନ ଚିହ୍ନ ହଟାଇ ଏଥିରେ ପ୍ରାର୍ଥୀଙ୍କର ନାମ, ବୟସ,ଶିକ୍ଷାଗତ ଯୋଗ୍ୟତା ଓ ଫଟୋ…

ଜାଣିଛନ୍ତି କି କାହିଁକି ପଞ୍ଚାୟତ ନିର୍ବାଚନରେ ଇଭିଏମ୍‌ ବଦଳରେ ଭୋଟ୍‌ କାଗଜ ଓ ଭୋଟ୍‌ବାକ୍ସ ବ୍ୟବହାର ହେଉଛି

ଭୁବନେଶ୍ୱର (କେନ୍ୟୁଜ୍‌) : ଏବେ ସାରା ରାଜ୍ୟରେ ଚାଲିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ଅନେକ ସ୍ଥାନରେ ଭୋଟ୍‌ ବାକ୍ସରେ ବନ୍ଦ ହୋଇ ସାରିଲାଣି ପ୍ରାର୍ଥୀମାନଙ୍କ ଭାଗ୍ୟ । ଯେଉଁମାନେ କି ଗ୍ରାମାଞ୍ଚଳର ମୁଖିଆ ହୋଇ ବିକାଶର ଧାରା ବୁହାଇବାକୁ ସାଧାରଣ ଜନତାଙ୍କୁ ପ୍ରତିଶ୍ରୁତ ଦେଇଛନ୍ତି ।…

ଇଭିଏମ୍ ଦାମ୍ କେତେ ? ଜାଣନ୍ତୁ ଇଭିଏମ୍କୁ ନେଇ କିଛି ଜରୁରୀ କଥା

ଦେଶରେ ଖସୁଛି ପାରଦ, କିନ୍ତୁ ବଢ଼ିଚାଲିଛି ନିର୍ବାଚନୀ ପାରା । ୫ ରାଜ୍ୟର ବିଧାନସଭା ନିର୍ବାଚନ ନେଇ ତାରିଖ ଘୋଷଣା ପରେ ମାହୋଲ ସରଗରମ । ଏଥିସହ ଓଡ଼ିଶାରେ ବି ହେବ ତ୍ରିସ୍ତରୀୟ ପଂଚାୟତ ଭୋଟ୍ । ଛକ ଛକରେ ଗାଁ ଗାଁରେ ଚର୍ଚ୍ଚା ଆଲୋଚନା ଓ ନିର୍ବାଚନୀ ତାତି । ଇଭିଏମ୍ ଜରିଆରେ ପସନ୍ଦର…

ଖୋର୍ଦ୍ଧା: ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ନିକଟରୁ ମଣିଷ କଙ୍କାଳ ଉଦ୍ଧାର, ଆତଙ୍କିତ ଅଞ୍ଚଳବାସୀ

ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ସାମ୍ନାରୁ ମଣିଷ କଙ୍କାଳ ଉଦ୍ଧାର । ଖୋର୍ଦ୍ଧା ଜିଲ୍ଲାପାଳ ଅଫିସ୍‌ ନିକଟ ଇଭିଏମ୍‌ ଷ୍ଟ୍ରଙ୍ଗ ରୁମ୍‌ ସାମ୍ନାରୁ କଙ୍କାଳ ଉଦ୍ଧାର କରିଛି ପୋଲିସ । ସ୍ଥାନୀୟ ଲୋକେ କଙ୍କାଳ ଦେଖି ପୋଲିସକୁ ଖବର ଦେଇଥିଲେ । ଡାକ୍ତରୀ ମଇନା ପରେ କଙ୍କାଳ ପୁରୁଷ କି ମହିଳା ତାହା…

ଜାଣନ୍ତୁ କେମିତି ହୋଇଥାଏ ମତଗଣନା, EVM ଏବଂ VVPAT ରୁ କେଉଁ ପ୍ରକ୍ରିୟାରେ ହୋଇଥାଏ ଭୋଟ ଗଣତି

ଆଉ ମାତ୍ର କିଛି ଘଂଟାର ଅପେକ୍ଷା । ବାହାରିବ ବିଶ୍ବର ସବୁଠାରୁ ବଡ଼ ଗଣତନ୍ତ୍ରର ଫଳ । କିଏ ସମ୍ଭାଳିବ ଦେଶର ଶାସନଭାର ଆସନ୍ତାକାଲି ହୋଇଯିବ ସ୍ପଷ୍ଟ । ତେବେ ଇଭିଏମରୁ ହେଉଥିବା ଏହି ନିର୍ବାଚନରେ ମତଗଣନା କିଭଳି ପ୍ରକାରର ହେବ ? ତାହା ଉପରେ ରହିଛି ସମସ୍ତଙ୍କ ନଜର । କାରଣ ଏହାକୁ ନେଇ ଅନେକ…

ଗଣତିର ପୂର୍ବରୁ ଜୋର ଧରିଲା ଇଭିଏମ୍‌ ବିବାଦ : ବିରୋଧୀଙ୍କ ଦାବି, ଗଣତି ଆରମ୍ଭରୁ ୫ ଇଭିଏମ୍‌ ସହ ଭିଭିପାଟ୍‌ ଟାଲି

ଭୋଟ ଗଣତି ବେଳେ ପ୍ରତି ବିଧାନସଭା କ୍ଷେତ୍ରର ୫ଟି ବୁଥ୍‌ର ଇଭିଏମ୍‌ ସହ ଭିଭିପାଟ ସ୍ଲିପ୍‌ର ଟାଲି ହେବ। କୌଣସି ସନ୍ଦେହ ଦୂର କରିବାକୁ ଏପରି କରାଯିବ। ଟାଲି ବେଲେ ଯଦି ଇଭିଏମ୍‌ ଭୋଟ ଓ ଭିଭିପାଟ୍‌ ସ୍ଲିପ ମଧ୍ୟ ତାଳମେଳ ନ ରହିଲା, ତେବେ କଣ ହେବ? ଏହାକୁ ନେଇ ନିର୍ବାଚନ କମିଶନ କୌଣସି ସ୍ପଷ୍ଟ…

ଫନିରୁ ଇଭିଏମ ସୁରକ୍ଷା ନେଇ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଚିନ୍ତା, ପାରଳାଖେମୁଣ୍ଡି,ମୋହନାର EVM ସ୍ଥାନାନ୍ତର…

ଚତୁର୍ଥ ପର‌୍ୟ୍ୟାୟ ମତଦାନ ପରେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନୂଆ ଚିନ୍ତା । କିପରି ବାତ୍ୟା ଫନି ପ୍ରଭାବରୁ ଷ୍ଟ୍ରଙ୍ଗ ରୁମ୍ରେ ଥିବା ଇଭିଏମକୁ ସୁରକ୍ଷା ଦିଆଯିବ ? ଷ୍ଟ୍ରଙ୍ଗରୁମ ବାବଦରେ ସବୁ ଜିଲ୍ଳାର ଜିଲ୍ଲାପାଳଙ୍କ ରିପୋର୍ଟ ଆସିବା ପରେ ଏହାକୁ ମୁଖ୍ୟ ନିର୍ବାଚନ କମିଶନରଙ୍କ…

ବାତ୍ୟାରେ ଇଭିଏମ ସୁରକ୍ଷା ଚିନ୍ତା, ଷ୍ଟ୍ରଙ୍ଗ୍‌ରୁମ୍‌ରେ ପ୍ରବେଶ ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ କରାଯାଇଛି ଅବଗତ

କେନ୍ୟୁଜ୍: ବାତ୍ୟାରେ ଇଭିଏମ୍‌ ସୁରକ୍ଷା ଚିନ୍ତା। କେମିତି ଇଭିଏମ୍‌କୁ ବର୍ଷା ଓ ପବନରୁ ସୁରକ୍ଷିତ ରଖାଯିବ ସେନେଇ ପଦକ୍ଷେପ ନିଆଯାଉଛି। ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର। ବାତ୍ୟା ପ୍ରଭାବିତ ଆଶଙ୍କା ଥିବା କିଛି ଜିଲ୍ଲାର କେତେକ ସ୍ଥାନରେ…

ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ

କେନ୍ୟୁଜ୍ : ଇଭିଏମ୍‌ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ବିଭିନ୍ନ କେନ୍ଦ୍ରରେ ମତଦାନ ବିଳମ୍ବ। ଯାଜପୁର, ସୋର, ଜଳେଶ୍ୱର, ବସ୍ତା, ଝାମନଗର, ବାସୁଦେବପୁର, ବାଲେଶ୍ୱର,ନିଆଳି, ମାହାଙ୍ଗା, ସାଲେପୁର, କାକଟପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ପାରାଦୀପର ବିଭିନ୍ନ ବୁଥ୍‌ରେ ମତଦାନ ବିଳମ୍ବ ହୋଇଛି।…

ପୁଣି ଉଠିଲା ଇଭିଏମ ବିବାଦ, ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ

ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଏକାଠି ହେଲେ ୨୦ରୁ ଅଧିକ ବିରୋଧୀ ଦଳ। ଟାର୍ଗେଟରେ ନିର୍ବାଚନ କମିଶନ ଓ ଇଭିଏମ୍‌। ବାଲଟ ବ୍ୟବସ୍ଥାକୁ ଫେରିବା ସହ ବର୍ତ୍ତମାନ ୫୦ ପ୍ରତିଶତ ଇଭିଏମ୍‌ ସହ ଭିଭିପାଟ ଟାଲି ପାଇଁ ଦାବି କରିଛନ୍ତି । ବିରୋଧୀ ଦଳଙ୍କ ନେତୃତ୍ୱ ନେଉଛନ୍ତି ଚନ୍ଦ୍ରବାବୁ ନାଇଡୁ।…

ଇଭିଏମ୍‌କୁ ନେଇ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଇଲେ ବିରୋଧୀ ଦଳ

ନୂଆଦିଲ୍ଲୀ : ଇଭିଏମ୍‌କୁ ନେଇ ପୁଣି ନିର୍ବାଚନ କମିଶନଙ୍କ ନିକଟରେ ଆପତ୍ତି ଉଠାଇଲେ ବିରୋଧୀ ଦଳ । ଆଜି ସର୍ବଦଳୀୟ ବୈଠକରେ ବିରୋଧ ପ୍ରକାଶ କରିଥିଲେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ। ପ୍ରଶ୍ନ ଥିଲା, ଯେତେବେଳେ ବି ଇଭିଏମ୍‌ରେ ତ୍ରୁଟି ଦେଖାଦେଉଛି, ସେତେବେଳେ ହିଁ କାହିଁକି ମେସିନ୍‌ରେ…