Below header

ଗଜପତି: ଚାଷ ଜମିରୁ ଉଦ୍ଧାର ହେଲା ମଣିଷ ଖପୁରୀ, ପୋଲିସ କରୁଛି ତଦନ୍ତ

ଗଜପତି(କେନ୍ୟୁଜ୍) : କାଶି ନଗର ଠାରୁ ୩ କିମି ଦୂରରେ ଏକ କ୍ଷେତରୁ ମଣିଷ ଖପୁରୀ ଉଦ୍ଧାର। ଜମି ମାଲିକ କଲାବେନୁ କୋଲି ନାଇଡୁ ତାଙ୍କ ଚାଷ ଜମିରେ  ଏହି ଖପୁରୀ  ଟିକୁ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ କାଶୀ ନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଖପୁରୀଟିକୁ ଜବତ କରିବା ସହିତ ତଦନ୍ତ ଚଳାଇଛି।  ଏହି ଘଟଣାରେ ଏକ ଅପମ୍‌ତ୍ୟୁ ମାମଲା ରୁଜୁ ହୋଇଛି  ବୋଲି ପାରଳାଖେମୁଣ୍ଡି ଏସଡିପିଓ  ସୂଚନା ଦେଇଛନ୍ତ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.