Browsing Tag

gajapati

Broadcasting of Lord Jagannath: ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ରୂପ ପ୍ରସାରଣ ଉପରେ ପ୍ରତିବନ୍ଧକ ଦାବି, ଗଜପତିଙ୍କୁ…

ପୁରୀ : ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ରୂପ ପ୍ରସାରଣ ଉପରେ ପ୍ରତିବନ୍ଧକ ଦାବି । ଗଜପତିଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଚିଠି । ​ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଅନ୍ୟାନ୍ୟ ସନାତନ ଦେବାଦେବୀଙ୍କ ମନଗଢ଼ା କାର୍ଟୁନ୍ ରୂପ ଏବଂ ଅପ୍ରାମାଣିକ ଚରିତ୍ର ଆଧାରିତ ଚଳଚ୍ଚିତ୍ର ପ୍ରସାରଣ ଉପରେ…

Untimely Snana Yatra: ବର୍କଲିରେ ସ୍ନାନଯାତ୍ରାକୁ ନେଇ ବିବାଦ, ଗଜପତିଙ୍କ ଅନୁରୋଧ ସତ୍ତ୍ୱେ ଇସ୍କନ୍‌ର ଅଦିନିଆ…

ଭୁବନେଶ୍ୱର: ଅଗଷ୍ଟ ୯ରେ ବର୍କଲିରେ ସ୍ନାନଯାତ୍ରା ଆୟୋଜିତ । ଆମେରିକାର ବର୍କଲିରେ ‘ଅଦିନିଆ’ ସ୍ନାନଯାତ୍ରାକୁ ନେଇ ବିବାଦ। ଇସ୍କନ୍ ବିରୋଧରେ ଜଗନ୍ନାଥପ୍ରେମୀଙ୍କ ଅସନ୍ତୋଷ, କେନ୍ଦ୍ର ଓ ରାଜ୍ୟର ହସ୍ତକ୍ଷେପ ଦାବି । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ବାରମ୍ବାର ଅନୁରୋଧ ଏବଂ…

ମହାପ୍ରଭୁ ଶ୍ରୀଜଗନ୍ନାଥ ଚଳଚ୍ଚିତ୍ର ନେଇ ବୈଠକ, ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତି ପରେ ଗୁରୁତ୍ୱପୂର୍ଣ…

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉପରେ ନିର୍ମିତ କାର୍ଟୁନ୍ ଚଳଚ୍ଚିତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ବଡ଼ ବୈଠକ। ସୁପ୍ରିମକୋର୍ଟଙ୍କ ଜୁଲାଇ ୨୯ ତାରିଖ ନିଷ୍ପତ୍ତି ପରେ ରାଜ୍ୟ ଅତିଥି ଭବନରେ ଗୁରୁତ୍ୱପୂର୍ଣ ବୈଠକ। ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ, ଆଇନ ମନ୍ତ୍ରୀ…

ମନଗଢ଼ା କାହାଣୀ କହୁଛି ଇସ୍କନ, ଆସନ୍ତାକାଲି ଦିଆଯିବ ଏହାର କଡ଼ା ଜବାବ : ଗଜପତି

ପୁରୀ : ଇସ୍କନ ସ୍ପଷ୍ଟୀକରଣର କଡ଼ା ଜବାବ ରଖିଛନ୍ତି ଗଜପତି ମହାରାଜା ଦିବ୍ୟସିଂହ ଦେବ । କହିଛନ୍ତି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲିଖିତ ଭାବେ ଆସନ୍ତାକାଲି ଏହାର କଡ଼ା ଜବାବ ଦିଆଯିବ। ଇସ୍କନ ମୁମ୍ବାଇ ସ୍ଥିତ ଜୁହୁ ଶାଖା ପକ୍ଷରୁ ଦିଆଯାଇଥିବା ପ୍ରେସ ରିଲିଜ୍ ରେ ରହିଥିବା ତଥ୍ୟ ସଂପୂର୍ଣ୍ଣ…

ଇସ୍କନକୁ ଗଜପତିଙ୍କ କଡ଼ା ଚିଠି, ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା

ଭୁବନେଶ୍ୱର : ଇସ୍କନକୁ ଗଜପତିଙ୍କ କଡ଼ା ଚିଠି । ମନଇଚ୍ଛା ତାରିଖରେ ହେବନି ରଥଯାତ୍ରା । ଶାସ୍ତ୍ରୀୟ ନିୟମ ମାନିବାକୁ ପଡ଼ିବ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ରଥଯାତ୍ରା ସମୟରେ ବାରମ୍ବାର ହେଉଥିବା ତିଥି ବିଭ୍ରାଟ ଓ ଶାସ୍ତ୍ରୀୟ ନିୟମର ଉଲ୍ଲଂଘନକୁ ନେଇ କ୍ଷୋଭ ପ୍ରକାଶ…

ରାତି ପାହିଥିଲେ ବାହାରିଥାନ୍ତା ପରୀକ୍ଷା ଫଳ, ମାନସିକ ଚାପ ଯୋଗୁଁ ଚରମ ନିଷ୍ପତ୍ତି ନେଲେ ପିଜି ଛାତ୍ରୀ

ଗଜପତି : ନିଜକୁ ଜାଳିଦେଲେ ପିଜି ଛାତ୍ରୀ । ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହର ଖଞ୍ଜାସାହି ନୂଆବସ୍ତିରେ ଚାଞ୍ଚଲ୍ୟ । ଛାତ୍ରୀ ଜଣକ ମାନସିକ ଚାପରୁ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିଥିବା ଅଭିଯୋଗ ହୋଇଛି । ମୃତ ଛାତ୍ରୀ ହେଲେ ଶୁଭ୍ରା ସାମଲ।…

ପୋଲିସ କବଜାରେ ବଡ଼ ଗ୍ୟାଙ୍ଗ, ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଉଦ୍ଧାର

ଗଜପତି : ଗଜପତି ଜିଲ୍ଲା ପୋଲିସ କବଜାରେ ବଡ଼ ଗ୍ୟାଙ୍ଗ । ୩ଜଣିଆ ଚୋର ଗ୍ୟାଙ୍ଗକୁ ଧରିବା ସହ ସେମାନଙ୍କ ନିକଟରୁ ୩ଶହ ଗ୍ରାମ ଚୋରି ସୁନା ଅଳଙ୍କାର ଉଦ୍ଧାର ହାଇଛି । ଗିରଫ ଅଭିଯୁକ୍ତ ହେଲେ ଗଜପତି ଜିଲ୍ଲା ସେରଙ୍ଗ ଥାନା ମାରିଗୁଡା ଗାଁର ମରାଠି ଗିରି ବାବୁ, ଅରୁଣ କୁମାର ପ୍ରଧାନ ଓ ପରିଡା ଗାଁର…

ମୋହନା ଥାନା ଚାନ୍ଦିପୁଟରେ ଗୋଷ୍ଠୀ ସଂଘର୍ଷ, ୧୦ରୁ ଅଧିକ ଆହତ

ଗଜପତି: ମୋହନା ଥାନା ଚାନ୍ଦିପୁଟରେ ଗୋଷ୍ଠୀ ସଂଘର୍ଷ। ୧୦ରୁ ଅଧିକ ଆହତ। ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟରେ ଦୁଇ ଗୋଷ୍ଠୀ ମଧ୍ୟରେ ଖଣ୍ଡ ଯୁଦ୍ଧ। ଗତକାଲି ରାତିରେ ଗୋଟିଏ ଗୋଷ୍ଠୀର ଶତାଧିକ ବ୍ୟକ୍ତି ଢେଙ୍ଗା, ମାରଣାସ୍ତ୍ର ଧରି ଚାନ୍ଦିପୁଟ ବଜାରରେ ଉତ୍ତେଜନା କରିଥିଲେ । ପରେ ସେମାନଙ୍କ…

ଗଜପତିରେ ୪ ଟିକିଆ ହାତୀପଲ ଆତଙ୍କ, ଲୋକଙ୍କ ଘରେ ପଶି ଖାଇଗଲେ ଧାନ ଓ ଚାଉଳ

ଗଜପତି: ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ପରିଡ଼ା ପଞ୍ଚାୟତର ଆଦାନ ଗୁଡ଼ା ଓ ଯାନିଗୁଡ଼ାରେ ୪ ଟିକିଆ ହାତୀପଲ ଆତଙ୍କ ।  ଯାନିଗୁଡ଼ାରେ ଲୋକଙ୍କ ଘରେ ପଶି ଧାନ ଓ ଚାଉଳ ଖାଇଗଲେ ହାତୀପଲ ।  ଫଳରେ ଗତକାଲି ଗ୍ରାମବାସୀ ଭୟଭୀତ ହୋଇ ବନ କର୍ମଚାରୀଙ୍କୁ ସୂଚନା ଦେଇଥିଲେ ।  ବନ କର୍ମଚାରୀ ରାତି ସାରା…

ଅଭିଯୋଗ ପ୍ରକୋଷ୍ଠକୁ ଆସି ନିରାଶ ହେବା ପରେ ଜୀବନ ହାରିବାକୁ ଉଦ୍ୟମ

ଗଜପତି: ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ ନେଇ ଆସିଥିଲେ କିନ୍ତୁ ନିରାଶ ହେଲେ । ଶେଷରେ ଜୀବନ ଶେଷ କରିଦେବାକୁ ଉଦ୍ୟମ କରିଥିଲେ । ପୋଲିସ ବଞ୍ଚାଇଦେଲେ ମହିଳାଙ୍କ ଜୀବନ । ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ମହାଦେଇପୁରର ମନାସୀ ଜେନା ନାମକ ଜଣେ ମହିଳା ଟଙ୍କା ନେଣଦେଣ ସଂପର୍କରେ…

ୟୁରୋପ ସ୍ଲୋଭାକିଆର ଯୁବତୀଙ୍କ ସହ ଓଡ଼ିଶା ପୁଅ ରାଜୀବଙ୍କର ପଡ଼ିଲା ହାତଗଣ୍ଠି

ପାରଳାଖେମୁଣ୍ଡି : ପ୍ରେମ ଅନ୍ଧ । ପ୍ରେମକୁ ପାଇବା ପାଇଁ ଜଣେ କିଛି ବି କରିପାରେ । ପ୍ରେମିକ ହେଉ ଅବା ପ୍ରେମିକା ସବୁ ପ୍ରକାର ବାଧାବିଘ୍ନକୁ ସାମ୍ନା କରିଥାଏ । ଏପରିକି ସାତ ଦରିଆ ପାରି ହୋଇ ଆସିବାକୁ ଟିକିଏ ପଛଘୁଞ୍ଚା ଦିଏନି । ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା…

‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା, ପାହାଡ଼ରୁ ଖସିଛି ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା

ଗଜପତି: ଗଜପତିରେ ଭୂସ୍ଖଳନ । ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରଥମ ଭୂସ୍ଖଳନର ଚିତ୍ର ସାମ୍ନାକୁ ଆସିଛି । ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ କାଶୀନଗର ବ୍ଳକ ପାର୍ତ୍ତଡା ପଂଚାୟତ ଲିଙ୍ଗା ନିକଟରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ଖସିଛି ବଡ଼ବଡ଼ ପଥର…