ମୋହନା: ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର

ଉଦ୍ଧାର ହେଲା ବିରଳ ପ୍ରଜାତିର ପାଟ ମୂଷା। ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଦ୍ୱାରା କଲେଜ ଛକ ନିକଟ ଜଙ୍ଗଲରୁ ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର ହୋଇଛି ।

ଗଜପତି (କେନ୍ୟୁଜ): ଉଦ୍ଧାର ହେଲା ବିରଳ ପ୍ରଜାତିର ପାଟ ମୂଷା। ଗଜପତି ଜ଼ିଲ୍ଲା ମୋହନା ବନବିଭାଗ ଦ୍ୱାରା କଲେଜ ଛକ ନିକଟ ଜଙ୍ଗଲରୁ ବିରଳ ପ୍ରଜାତିର ପାଟ ମୂଷା ଉଦ୍ଧାର ହୋଇଛି ।

ଗତକାଲି ସନ୍ଧ୍ୟାରେ ମୂଷାଟି ରାସ୍ତା ପାର ହେବା ସମୟରେ କିଛି ସ୍ଥାନୀୟ ଲୋକେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ମୋହନା ବନ ବିଭାଗ ପହଞ୍ଚି ମୂଷାଟିକୁ ଉଦ୍ଧାର କରିଥିଲେ। ମୂଷାଟିର ସ୍ୱାସ୍ଥ୍ୟ ପରୀକ୍ଷା ପରେ ଲଖାରି ଅଭୟରଣ୍ୟରେ ଛଡା ଯିବ ବୋଲି ସୂଚନା ଦେଇଛନ୍ତି ମୋହନା ରେଞ୍ଜର ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.