ଷ୍ଟଡ଼ିଟୁର୍ରେ ଆସି ସମୁଦ୍ରରେ ଭାସିଗଲେ ଛାତ୍ର, କଲେଜ କର୍ତ୍ତୃପକ୍ଷଙ୍କୁ ଦାୟୀ କଲେ ପରିବାର ଲୋକେ
ବ୍ରହ୍ମପୁର : ପୁଅ ଯାଇଥିଲା ଷ୍ଟଡ଼ିଟୁର୍ । ଏପଟେ ପରିବାର ଲୋକେ ପୁଅର ଫେରିବା ବାଟକୁ ଚାହିଁ ରହିଥିଲେ। ସମସ୍ତେ ଅପେକ୍ଷା କରିଥିଲେ ଭାବିଥିଲେ କିଛି ସମୟ ପରେ ଷ୍ଟଡ଼ିଟୁର୍ ସାରି ଘରକୁ ଫେରିବ ପୁଅ । କିନ୍ତୁ ଘରକୁ ଫେରିନଥିଲା ପୁଅ । ଠିକ୍ ସେହି ସମୟରେ ହଠାତ୍ ଆସିଥିଲା ଗୋଟାଏ ଫୋନ୍ କଲ୍…