Below header
Browsing Tag

granrt in aid

ବଢିଲା ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡ , ପିଛିଲା ଭାବେ ୨୦୨୨ ଜାନୁଆରୀ ପହିଲାରୁ ଲାଗୁ ହେବ

କେନ୍ୟୁଜ୍(ବ୍ୟୁରୋ): ଅନୁଦାନପ୍ରାପ୍ତ ଘରୋଇ କଲେଜ କର୍ମଚାରୀଙ୍କ ଗ୍ରାଣ୍ଟ-ଇନ-ଏଡ ବୃଦ୍ଧି । ଏହା ପିଛିଲା ଭାବେ ୨୦୨୨ ମସିହା ଜାନୁଆରୀ ପହିଲାରୁ ଲାଗୁ ହେବ । ଏହାଦ୍ୱାରା ୧୫,୭୭୧ ଜଣ ଶିକ୍ଷକ, କର୍ମଚାରୀ ଉପକୃତ ହେବ । ଏଥିପାଇଁ ବାର୍ଷିକ ଅତିରିକ୍ତ ୨୯୦ କୋଟି ଖର୍ଚ୍ଚ କରାଯିବ । ଆଜି…