Browsing Tag

gravity hill

ଏହି ୫ଟି ରହସ୍ୟମୟ ସ୍ଥାନରେ କାମ କରେନି ମାଧ୍ୟାକର୍ଷଣ ଶକ୍ତି, ଭାରତରେ ବି ରହିଛି ଗୋଟିଏ

ଦୁନିଆରେ ଏମିତି ଅନେକ ଅଜବ ଜିନିଷ ରହିଛି ଯାହାକୁ ବିଶ୍ୱାସ କରିବା ବେଳେ ବେଳେ ଅସମ୍ଭବ ହୋଇପଡ଼େ। ପୃଥିବୀ ପୃଷ୍ଠରେ ଜୀବନ ଧାରଣ କରି ରହିବା ପାଇଁ ମାଧ୍ୟାକର୍ଷଣ ଶକ୍ତି ନିହାତି ଆବଶ୍ୟକ ହୋଇଥାଏ। ଏହା ପ୍ରତ୍ୟେକ ବସ୍ତୁକୁ ମାଟି ଆଡ଼କୁ ଟାଣି ଧରିଥାଏ। ଫଳରେ ଯଦି କୌଣସି ଜିନିଷ ହାତରୁ ଖସୁଛି…