Below header
Browsing Tag

green chili tomato price high

ପାକିସ୍ତାନରେ ଫୁଟିଲା ଲଙ୍କା ବମ୍, ରାଗରେ ଲାଲ ହେଲା ଟମାଟୋ

ପାକିସ୍ତାନର ଲୋକଙ୍କ ଉପରେ ଏବେ ଲଙ୍କା ବମ ପଡିଛି । ଲଙ୍କାର ଦାମ୍ ୪୦୦ ଟଙ୍କା ପ୍ରତି କିଲୋ ଛୁଇଁଛି । କିଛି ଦିନ ପୂର୍ବରୁ ସେଠାରେ ଟମାଟୋର ଦାମ୍ ଆକାଶ ଛୁଆଁ ଥିଲା । ସେହିଭଳି ସରକାର ମଧ୍ୟ ବେପାରୀଙ୍କୁ ଏହି ଦୁଇ ପରିବା ନ ବିକିବା କାରଣରୁ ଜରିମାନା ଲଗାଉଛନ୍ତି। ଏବେ ଲଙ୍କାର ଭାଉ ବଢିବା…