Below header
Browsing Tag

GST officer in vigilance net

ରାଉରକେଲାରେ GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌

ରାଉରକେଲା: ରାଉରକେଲାରେ GST ଅଫିସରଙ୍କ ଘରେ ଭିଜିଲାନ୍ସ ରେଡ୍‌। GST ଅଫିସର୍‌ ଅଲେଖ ମହାନନ୍ଦଙ୍କ ଘରେ ଚଢାଉ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରୁଛି ଭିଜିଲାନ୍ସ। ଛେଣ୍ଡ କଲୋନୀ ସ୍ଥିତ ଘର,ଅଫିସ୍‌ ଓ ଉଦିତନଗର ସ୍ଥିତ ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ…