Browsing Tag

guidelines for raja

ରଜ ପାଇଁ ପୋଲିସର କଟକଣା, ଟୁଇନ ସିଟିରେ ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର (କେନ୍ୟୁଜ) : ରଜ ପାଇଁ ପୋଲିସର କଟକଣା । ଟୁଇନ ସିଟିରେ ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ । ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ନ ମାନି ଲୁଗା ଦୋକାନ ଖୋଲିଲେ ସିଲ୍‌ ହେବ । ଲୁଚାଛପା ଭାବେ ଲୁଗାପଟା ବିକ୍ରି କଲେ ସିଲ୍‌ କରାଯିବ । ଆବଶ୍ୟକ ପଡ଼ିଲେ ଗିରଫ…