ରଜ ପାଇଁ ପୋଲିସର କଟକଣା, ଟୁଇନ ସିଟିରେ ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ

ଭୁବନେଶ୍ୱର (କେନ୍ୟୁଜ) : ରଜ ପାଇଁ ପୋଲିସର କଟକଣା । ଟୁଇନ ସିଟିରେ ଆଜିଠୁ ପୋଲିସ କରିବ ସ୍ପେଶାଲ ଡ୍ରାଇଭ । ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ରହିଛି । ନିୟମ ନ ମାନି ଲୁଗା ଦୋକାନ ଖୋଲିଲେ ସିଲ୍‌ ହେବ । ଲୁଚାଛପା ଭାବେ ଲୁଗାପଟା ବିକ୍ରି କଲେ ସିଲ୍‌ କରାଯିବ । ଆବଶ୍ୟକ ପଡ଼ିଲେ ଗିରଫ ହେବେ ଦୋକାନୀ । କରୋନା କଟକଣା ମାନିବାକୁ କଟକ-ଭୁବନେଶ୍ୱରବାସୀଙ୍କୁ ନିବେଦନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.