Browsing Tag

gundicha yatra

ଆଜିଠୁ ପୁରୀରେ ଗୁପ୍ତ ଗୁଣ୍ଡିଚା ଯାତ୍ରା, ୮ ଦିନ ଧରି ଚାଲିବ ଏହି ଯାତ୍ରା

ପୁରୀ(କେନ୍ୟୁଜ୍): ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ଯାତ୍ରା । ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏକ ବିମାନରେ ଆସି ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରରେ ପୂଜା ପାଉଛନ୍ତି । ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଜଗନ୍ନାଥ ସାଙ୍ଗରେ ନନେଇ ଭଉଣୀ ସୁଭଦ୍ରାଙ୍କ ସହ…