Below header

ଆଜିଠୁ ପୁରୀରେ ଗୁପ୍ତ ଗୁଣ୍ଡିଚା ଯାତ୍ରା, ୮ ଦିନ ଧରି ଚାଲିବ ଏହି ଯାତ୍ରା

ପୁରୀ(କେନ୍ୟୁଜ୍): ଆଜିଠୁ ପୁରୀରେ ଆରମ୍ଭ ହୋଇଛି ଗୁପ୍ତ ଗୁଣ୍ଡିଚା ଯାତ୍ରା । ଶ୍ରୀମନ୍ଦିରରୁ ଦୁର୍ଗା ମାଧବ ଏକ ବିମାନରେ ଆସି ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରରେ ପୂଜା ପାଉଛନ୍ତି । ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଜଗନ୍ନାଥ ସାଙ୍ଗରେ ନନେଇ ଭଉଣୀ ସୁଭଦ୍ରାଙ୍କ ସହ ଯାଇଥିଲେ । ଏହି ଗୁପ୍ତ ଗୁଣ୍ଡିଚା ଯାତ୍ରାରେ ମହାଲକ୍ଷ୍ମୀଙ୍କୁ ଆଣି ଗୁପ୍ତ ଗୁଣ୍ଡିଚା ଯାତ୍ରା କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଏଣୁ ୮ ଦିନ ଧରି ଶ୍ରୀମନ୍ଦିରରୁ ଜଗନ୍ନାଥ ରୂପୀ ମାଧବଙ୍କ ସହ ଦୁର୍ଗା ରୂପୀ ମହାଲକ୍ଷ୍ମୀ ଏକ ବିମାନରେ ବସି ଏହି ଯାତ୍ରା କରିବାର ପରମ୍ପରା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.