Below header
Browsing Tag

guru divas

ଯାଜପୁର: ବିଦ୍ୟାଳୟରେ ଝୁଲୁଛି ତାଲା, ଫାଟକ ସମ୍ମୁଖରେ ଗୁରୁଦିବସ ପାଳିଲେ ଛାତ୍ରଛାତ୍ରୀ

ଯାଜପୁର (କେନ୍ୟୁଜ): ଆଜି ପବିତ୍ର ଗୁରୁ ଦିବସ। ଗୁରୁ ମାନଙ୍କୁ ପୂଜା କରିବାର ଦିନଟିଏ। ଛାତ୍ରଛାତ୍ରୀମାନେ ବେଶ ଉତ୍ସାହର ସହ ଅପେକ୍ଷା କରିଥାନ୍ତି ଏହି ଦିବସକୁ। ତେବେ ସ୍କୁଲରେ ତାଲା ପଡ଼ିଥିବାରୁ ଛାତ୍ରଛାତ୍ରୀ ମାନେ ସ୍କୁଲକୁ ଆସି ଏହି ଦିବସ ପାଳନ କରିବାରୁ ବଞ୍ଚିତ ହୋଇଛନ୍ତି। ଶେଷରେ…