Below header
Browsing Tag

hailstone

ଆକାଶରୁ ଖସିଲା ୬୦ କିଲୋ ଓଜନର କୁଆପଥର, ଲୋକେ ଦେଖି ଆଶ୍ଚର୍ଯ୍ଯ

କୁଚିଣ୍ଡା(କେନ୍ଯୁଜ୍): ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଟିକିଲିପଡ଼ା ପଂଚାୟତ ଅନ୍ତର୍ଗତ ବାଦିବାହାଲ ଗ୍ରାମରେ ମଙ୍ଗଳବାର ଧରଣୀ ଛତ୍ରିଆଙ୍କ ଘର ପଛ ପଟ ଜମିରେ ପ୍ରାୟ ୬୦ କିଲୋ ଓଜନର କୁଆ ପଥର ଆକାଶରୁ ପ୍ରବଳ ଶଦ୍ଦରେ କରି ପଡ଼ିଥିଲା। ଶଦ୍ଦରେ ଘର ଭିତର ପ୍ରକମ୍ପିତ ହୋଇ ଉଠିଥିଲା ।…

୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ଝଡ଼ବର୍ଷାର ସତର୍କ ସୂଚନା ଜାରି

କେନ୍ୟୁଜ୍(ବ୍ୟୁରୋ):  ୨୪ ଘଣ୍ଟା ପାଇଁ ୧୬ ଜିଲ୍ଲାକୁ ଝଡ଼ବର୍ଷାର ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ  ନବରଙ୍ଗପୁର, ନୂଆପଡା, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ନୟାଗଡ, କେଉଁଝର, ମୟୁରଭଞ୍ଜ,…