Browsing Tag

hair loss in men

ବୟସ ବଢ଼ିବା ସହ କାହିଁକି ପୁରୁଷମାନେ ହୋଇଯାଉଛନ୍ତି ଚନ୍ଦା, ଜାଣନ୍ତୁ ଏହା ପଛର କାରଣ

ବର୍ତ୍ତମାନର ପରିବର୍ତ୍ତନଶୀଳ ଦୁନିଆରେ ଆଧୁନିକ ଜୀବନଶୈଳୀକୁ ନେଇ ସମସ୍ତେ ବ୍ୟସ୍ତ। ଖାଦ୍ୟପେୟରେ ଅନିୟମିତତା ସହ ଆବଶ୍ୟକୀୟ ପୁଷ୍ଟିସାରର ଅଭାବ ଯୋଗୁ ଯୁବାବସ୍ଥାରେ ହିଁ ଲୋକଙ୍କଠାରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି। ସେହିଭଳି ଏକ ସମସ୍ୟା ହେଉଛି ଅତ୍ୟଧିକ କେଶ ଝଡ଼ିବା। ମହିଳାଙ୍କଠାରେ…