Browsing Tag

hairball in stomach

୧୭ ବର୍ଷ ଝିଅର ପେଟରେ ହେଉଥିଲା ଯନ୍ତ୍ରଣା, ଅପରେସନ କରି ବାହାର କରାଗଲା ୭କେଜି ଚୁଟି

ପେଟରୁ ଅପରେସନ କରି କଇଁଛି କିମ୍ବା ଷ୍ଟୋନ ବାହାର କରିଥିବା କଥା ହୁଏତ ଆପଣ ଶୁଣିଥିବେ କିନ୍ତୁ କେବେ ପେଟ ଭିତରୁ କେଶ ମୁଣ୍ଡୁଳା ବାହାର କରାଯାଇଥିବା କଥା ଶୁଣିଛନ୍ତି କି ? ଆଜ୍ଞା ହଁ ଏହା ସତ । ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାରେ ଜଣେ ୧୭ ବର୍ଷୀୟ ଝିଅର ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା । ଯେଉଁ…