Below header
Browsing Tag

hanna

ଆମେରିକାରେ ଧ୍ୱଂସଲୀଳା ରଚୁଛି ଘୂର୍ଣ୍ଣିବାତ୍ୟା ହନ୍ନା, ଭୁଶୁଡ଼ିଲା ଆମେରିକା-ମେକ୍ସିକୋ ସୀମା କାନ୍ଥ

କରୋନା ମହାମାରୀ ମଧ୍ୟରେ ରବିବାର ଦିନ ଆମେରିକାର ଟେକ୍‌ସାସ୍‌ରେ ଘୂର୍ଣ୍ଣିବାତ୍ୟା ହନ୍ନା ଧ୍ୱଂସଲୀଳା ରଚିଛି। ହନ୍ନା ପ୍ରଭାବରେ ଟେକ୍‌ସାସ୍‌ର ଅଧିକାଂଶ ଗଛ ଉପୁଡ଼ି ପଡ଼ିଛି। ଏଥିସହ ଘର ମଧ୍ୟ ଉଜୁଡ଼ିଯାଇଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ ରବିବାର ଘୂର୍ଣ୍ଣିଝଡ଼ ହନ୍ନା…