ପ୍ରି-ମ୍ୟାରିଟାଲ କାଉନ୍ସେଲିଙ୍ଗ: ସମ୍ପର୍କଠାରୁ ଅଧିକ ସ୍ୱାସ୍ଥ୍ୟ ବିଷୟରେ କଥା ହେଉଛନ୍ତି ଦମ୍ପତି, ଆପଣ ବି କରେଇ…
୨୦୧୮-୧୯ରେ ପ୍ରି ମ୍ୟାରିଟାଲ କାଉନ୍ସେଲିଙ୍ଗର ସାହାଯ୍ୟ ନେଇଥିବା ଲୋକଙ୍କ ସଂଖ୍ୟାରେ ୨୧.୬ ପ୍ରତିଶତ ବୃଦ୍ଧି ଘଟିଛି। ଏଥିରେ ପ୍ରି ମ୍ୟାରିଟାଲ ହେଲ୍ଥ କାଉନ୍ସେଲିଙ୍ଗ୍ କରିଥିବା ଲୋକଙ୍କ ସଂଖ୍ୟା ଅଧିକ ରହିଥିବା ବେଳେ ବୈବାହିକ ସମ୍ପର୍କ ବିଷୟରେ କାଉନ୍ସେଲିଙ୍ଗ କରିଥିବା ଲୋକଙ୍କ…