Below header
Browsing Tag

health tips for ladies

ମହିଳାଙ୍କ ବଡ ସମସ୍ଯା ଭାବେ ଉଭା ହୋଇ ଆଖିତଳ କଳା ପଡିବା, ଜାଣନ୍ତୁ କ’ଣ କଲେ ହେବ ଦୂର

ଆଖି ଚାରିପଟେ କଳାଦାଗ ସମସ୍ୟା ମହିଳାଙ୍କ ଏକ ସାଧାରଣ ସମସ୍ୟା ହୋଇଗଲାଣି। ନିଦ ପୂରା ନ ହେବା, ମାନସିକ ଚିନ୍ତା, ବେଶୀ ସମୟ ଖରାରେ ବିତାଇବା, ଆଖିକୁ ହାଲିଆ ଲାଗୁଥିବା ଭଳି କାମ କରିବା, ଖାଦ୍ୟପେୟରେ ପୋଷକର ଅଭାବ ଯୋଗୁଁ ଆଖି ତଳେ କଳା ଦାଗ ହୋଇଥାଏ। ତା’ ଛଡା ଅନେକ କାରଣ ରହିଥାଏ।…