Browsing Tag

health tips of chilli

ସପ୍ତାହକୁ ଅତି କମରେ ଖାଆନ୍ତୁ ଏତିକି ଲଙ୍କା, ଶରୀର ଠାରୁ ଦୂରେଇ ରହିବ ସବୁ ପ୍ରକାର ରୋଗ

ଭାରତୀୟ ମସଲା ତାଲିକାରେ ଲଙ୍କାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କଞ୍ଚା ହେଉ ଅବା ଶୁଖିଲା ଲଙ୍କା ଭାରତୀୟ ମାନେ ନିୟମିତ ରୋଷେଇରେ ବ୍ୟବହାର କରିଥାନ୍ତି । ଖାଲି ରୋଷେଇ ନୁହେଁ ଆଚାରରେ ବି କଞ୍ଚା ଲଙ୍କାର ବ୍ୟବହାର ହୋଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଲଙ୍କାର ଉପଯୋଗ ଏକ ଘରୋଇ ଔଷଧ…