Below header
Browsing Tag

Heart Patients

ହାର୍ଟ ରୋଗୀମାନେ ଅତ୍ୟଧିକ ମିଠା ଖାଉଥିଲେ ସାବଧାନ, ବଢିପାରେ ହାର୍ଟ ଆଟାକ୍‌ ଆଶଙ୍କା

ଆପଣମାନେ ତ ଜାଣିଥିବେ ଯେ ମିଠା ଖାଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇନଥାଏ । ତେବେ ଜଣେ ସୁସ୍ଥ ବ୍ୟକ୍ତି ଏହାକୁ ଖାଆନ୍ତୁ କିମ୍ବା କୌଣସି ରୋଗୀ, ମିଠା ଖାଇବା କାହା ପାଇଁ ଭଲ ନୁହେଁ । ଅତ୍ୟଧିକ ଚିନି ଖାଇବା ଦ୍ୱାରା ଓଜନ ବଢିବା ସହିତ ଡିପ୍ରେସନ୍‌ ଏବଂ ସ୍କିନ୍‌ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା…

ହାର୍ଟ ରୋଗୀ ଅଧିକ ପାଣି ପିଇବା ଉଚିତ କି ନୁହେଁ ? ଜାଣନ୍ତୁ ଏହାର କାରଣ

ଆପଣମାନେ ତ ଅନେକ ଥର ଶୁଣିଥିବେ ଯେ ଜଳ ହିଁ ଜୀବନ । ତେବେ ଏହା ମଧ୍ୟ ସତ୍ୟ ଯେ ଜଣେ ଲୋକ ଖାଦ୍ୟ ବିନା କିଛି ଦିନ ବଞ୍ଚିପାରେ କିନ୍ତୁ ପାଣି ବିନା ବଞ୍ଚିବା ବହୁତ କଷ୍ଟକର ହୋଇଥାଏ । ଶରୀରକୁ ସୁସ୍ଥ ଏବଂ ଫିଟ୍ ରଖିବା ପାଇଁ ପାଣି ଅତ୍ୟନ୍ତ ଜରୁରୀ ହୋଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞ ଏବଂ…

ବାୟୁ ପ୍ରଦୂଷଣ ହାର୍ଟ ରୋଗୀଙ୍କ ପାଇଁ ବିପଦପୂର୍ଣ୍ଣ, ବିଶେଷଜ୍ଞଙ୍କ ଠାରୁ ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ଦିଲ୍ଲୀ NCR ପୁଣି ଥରେ ବାୟୁ ପ୍ରଦୂଷଣର ଶିକାର ହୋଇଛି । ଏହି ପ୍ରଦୂଷଣ ଏତେ ବୃଦ୍ଧି ପାଇଛି ଯେ ଭିଜିବିଲିଟି କମ ହେବାକୁ ଲାଗିଛି ଏବଂ ଏଥିପାଇଁ ଲୋକମାନଙ୍କର ଖୋଲା ଆକାଶରେ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇପଡିଛି । ବିଶେଷ ଭାବେ ସେହି ଲୋକମାନଙ୍କ ପାଇଁ ଏକ ଚ୍ୟାଲେଞ୍ଚ୍‌ ପାଲଟିଛି…

ହୃଦଘାତ ଜନିତ ରୋଗୀମାନଙ୍କ ପାଇଁ କ୍ଷତିକାରକ ହୋଇପାରେ ମନସୁନ୍, ରୁହନ୍ତୁ ସାବଧାନ

ବର୍ତ୍ତମାନ ମୌସୁମୀରେ ପରିବର୍ତ୍ତନ ଯୋଗୁ ରାଜଧାନୀରେ ଲୋକମାନଙ୍କୁ ସଚେତନ ରହିବା ପାଇଁ ଡାକ୍ତର ଉପଦେଶ ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ପ୍ରତ୍ୟେକ ବର୍ଷ ଦିଲ୍ଲୀରେ ମନସୁନ୍ ସମୟରେ ଲୋକମାନେ ଡେଙ୍ଗୁ ଏବଂ ମ୍ୟାଲେରିଆ ଭଳି ଅନେକ ରୋଗରେ ପିଡୀତ ହୋଇଥାନ୍ତି। ଅନେକ ଥର ଚିକେନଗୁନିଆ…