Below header
Browsing Tag

heart stroke

୨୦୫୦ ସୁଦ୍ଧା ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ୍ୟୁ ସଂଖ୍ୟା ଗୋଟିଏ ବର୍ଷରେ ୧ କୋଟି ଛୁଇଁପାରେ

ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ କମିବା ପରେ ଏବେ ଅଧିକାଂଶ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍ କେସ୍ ସାମ୍ନାକୁ ଆସୁଛି। ଯଦି ଏ ନେଇ ଖୁବ୍‌ଶୀଘ୍ର ପଦକ୍ଷେପ ନିଆ ନ ଯିବ, ତା’ ହେଲେ ପୂରା ବିଶ୍ୱରେ ହାର୍ଟ ଓ ବ୍ରେନ୍ ଷ୍ଟ୍ରୋକ୍‌ରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୫୦% ବଢି ପ୍ରତିବର୍ଷ…

ରାତିରେ ଅଧିକ ସମୟ ଶୋଉଛନ୍ତି କି ଆପଣ? ଏବେ ଠୁ ହୋଇଯାଆନ୍ତୁ ସାବଧାନ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ହେଲ୍‌ଦି ଖାଦ୍ୟପେୟ ସହ ଭଲ ନିଦ ମଧ୍ୟ ବହୁତ ଜରୁରୀ ହୋଇଥାଏ। ମଣିଷର ଅନେକ ରୋଗର ଚିକିତ୍ସା ପାଇଁ ନିଦକୁ ହିଁ ସବୁଠାରୁ ଭଲ ମହୋଷୌଧି ଭାବେ ଗଣାଯାଇଥାଏ। ଆଜିକା ଦିନରେ ଲୋକଙ୍କ ମଧ୍ୟରେ କମ୍‌ ନିଦ ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଥିବା ବେଳେ ସେପଟେ ଏହି…