Below header
Browsing Tag

helicoptor crass

ଆରବ ସାଗରରେ ଜରୁରୀ ଅବତରଣ କଲା ଓଏନଜିସି ହେଲିକପ୍ଟର: ୪ ମୃତ

ନୂଆଦିଲ୍ଲୀ : ଆରବସାଗରରେ ଓଏନଜିସି ହେଲିକପ୍‌ଟର କ୍ରାସରେ ୪ ମୃତ । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଓଏନ୍‌ଜିସି କର୍ମଚାରୀ ଓ ଅନ୍ୟ ଜଣେ ଚୁକ୍ତିଭିତ୍ତିକ କର୍ମଚାରୀ । ଆରବସାଗରରେ ଓଏନଜିସି ହେଲିକପ୍‌ଟରର ଜରୁରୀ ଅବତରଣ କରିଥିଲା । ହେଲିକପ୍‌ଟରରେ ପାଇଲଟଙ୍କୁ ମିଶାଇ ଥିଲେ ୯ ଜଣ ସଦସ୍ୟ ।…