Below header
Browsing Tag

helper under bus

ଦୀର୍ଘ ୨୦ ମିନିଟ ଧରି ବସ ତଳେ ଚାପି ହୋଇ ରହିଲେ

ଯାଜପୁର (କେନ୍ୟୁଜ) : ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାତୀୟ ରାଜପଥରେ ଅଟକି ରହିଲା ବସ୍‌ । ଏହି ସମୟରେ ବସର ହେଲପର ଜଣକ ବସ ତଳକୁ ଯାଇ ଯାଂଚ କରୁଥିବା ସମୟରେ ହଠାତ ବସ ତଳେ ଚାପି ହୋଇ ରହିଗଲେ । ଦୀର୍ଘ ୨୦ମିନିଟରୁ ଉର୍ଦ୍ଧ୍ୱ ସମୟ ଧରି ହେଲପର ଜଣକ ତଳେ ଚାପି ହୋଇ ରହିଥିବା ବେଳେ ସ୍ଥାନୀୟ ଲୋକେ,…