ସଂସ୍କାର ପାଇଁ ଶ୍ମଶାନ ମନା: ୨୪ଘଣ୍ଟାରୁ ଅଧିକ ସମୟ ହେଲାଣି ଘରେ ପଡିରହିଛି ମରଶରୀର
ନବରଙ୍ଗପୁର: ପୁଣି ମୃତଦେହକୁ ମିଳିଲାନି ସମ୍ମାନ । ମୃତ୍ୟୁ ପରେ ବି ହଟୁନି ସାମାଜିକ କଟକଣା । ସଂସ୍କାର ପାଇଁ ମଶାଣିରେ ଜାଗା ଦେଉନାହାନ୍ତି ଗ୍ରାମବାସୀ । ସତରେ ଆଜିର ସଭ୍ୟ ସମାଜରେ ଧର୍ମର ଏଇ ଲଢେଇ ଭିତରେ ବନ୍ଧା ପଡିଛି ମୃତଦେହ । ଧର୍ମ ପରିବର୍ତନ ଯୋଗୁଁ ମୃତ୍ୟୁ ପରେ ମିଳିଲାନି ଶ୍ମଶାନ…