ମେକ୍ ଇନ୍ ଓଡ଼ିଶା ପରେ ହକି ବିଶ୍ୱ କପ୍କୁ ସଫଳ କରିବାକୁ ସରକାରଙ୍କ ଜୋରଦାର ଉଦ୍ୟମ, ରାଜ୍ୟ ରାଜନୀତି ଉପରେ କଣ ପଡିବ…
ଭୁବନେଶ୍ବର : ମେକ୍ ଇନ ଓଡ଼ିଶା ପରେ ଏବେ ହକି ବିଶ୍ୱକପ୍ । ଅନ୍ତର୍ଜାତୀୟ ସ୍ତରର ଏହି ମେଗା ଇଭେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଜୋର ଚର୍ଚ୍ଚା। ମେକ୍ ଇନ ଓଡିଶା କନକ୍ଲେଭରେ ରାଜ୍ୟ ସରକାରଙ୍କୁ ମିଳିଥିଲା ଆଶାତୀତ ସଫଳତା। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆସିଛି ୪ ଲକ୍ଷ ୧୯ ହଜାର କୋଟି…