ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍
ଟୋକିଓ: ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍ । କ୍ୱାର୍ଟରକୁ ଯିବା ନେଇ ଆଶା ଉଜ୍ଜୀବିତ କରିଲା ଭାରତୀୟ ମହିଳା ହକି ଟିମ୍ । ଗ୍ରପୁ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ଭାରତ ଦୁଇଟି ବିଜୟୀ ହୋଇଛି । ପ୍ରଥମ ତିନିଟି ମ୍ୟାଚ୍ ହାରିଥିଲା ହେଲେ ଶେଷ ଦୁଇଟି ମ୍ୟାଚ୍…