ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌

ଟୋକିଓ: ସାଉଥ ଆଫ୍ରିକାକୁ ୪-୩ ଗୋଲରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌ । କ୍ୱାର୍ଟରକୁ ଯିବା ନେଇ ଆଶା ଉଜ୍ଜୀବିତ କରିଲା ଭାରତୀୟ ମହିଳା ହକି ଟିମ୍‌ । ଗ୍ରପୁ ପର୍ଯ୍ୟାୟରେ ୫ଟି ମ୍ୟାଚରୁ ଭାରତ ଦୁଇଟି ବିଜୟୀ ହୋଇଛି । ପ୍ରଥମ ତିନିଟି ମ୍ୟାଚ୍‌ ହାରିଥିଲା ହେଲେ ଶେଷ ଦୁଇଟି ମ୍ୟାଚ୍‌ ଜିତିଛି ମହିଳା ହକି ଟିମ୍‌ ।

ହେଲେ ଇସ୍ରାଏଲ ଓ ଗ୍ରେଟ୍‌ ବ୍ରିଟେନ୍‌ ମ୍ୟାଚ ଉପରେ ଏବେ ନଜର ରହିଛି ।ଏହାର ଫଳାଫଳ ଉପରେ ନିର୍ଭର କରୁଛି ଭାରତର କ୍ୱାର୍ଟର ଫାଇନାଲ ଯିବା ସମ୍ଭାବନା । ପ୍ରଥମ ଭାରତ ପକ୍ଷରୁ ବନ୍ଦନା କଟାରିଆ ଗୋଲ ଦେଇଥିଲେ । ଏହାପରେ ଦୁଇଟି ଗୋଲ ଦେଇଥିଲେ କଟାରିଆା । ଆଜିର ମ୍ୟାଚରେ ହାଟ୍ରିକ ଗୋଲ ଦେଇଥିଲେ ବନ୍ଦନା କାଟାରିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.