Browsing Tag

hoeny bee attack

ମାଙ୍କଡ଼ ଡ଼ିଆଁ ଜଳ ପ୍ରପାତରେ ବାଘୁଆ ମହୁ ମାଛି ଆକ୍ରମଣ, ଦୁଇ ଗୁରୁତର 

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ବ୍ଲକ ଆର୍.ଉଦୟଗିରି ବ୍ଲକ୍ ସୀମାରେ ଥିବା ପର୍ଯ୍ୟଟନ ସ୍ଥଳି ତଥା ଜଳପ୍ରପାତ ମାଙ୍କଡ଼ ଡ଼ିଆଁକୁ ଶନିବାର ବୌଦ୍ଧ ଜିଲ୍ଲାରୁ ଗୋଟିଏ ବୋଲେରରେ ଆଠ ଜଣ ପର୍ଯ୍ୟଟକ ବୁଲିବାକୁ ଆସିଥିଲେ। ବୌଦ୍ଧ ଜ଼ିଲ୍ଲା ହରଭଙ୍ଗା ଥାନା ମଲିପଡାର ଅମିତ କୁମାର ବାଘର,…