Below header
Browsing Tag

home owners

କରୋନା ମହାମାରୀ ଭଳି ଦୁର୍ଦ୍ଦିନରେ ୧୨ଟି ପରିବାରକୁ ଏକ ମାସର ଘର ଭଡ଼ା ଛାଡ଼ କଲେ ଘର ମାଲିକ, ଦେଲେ ଗୋଟେ ବସ୍ତା ଚାଉଳ

ବ୍ରହ୍ମପୁର(କେନ୍ୟୁଜ୍): କୋରନା ଭାଇରସକୁ ମୁକାବିଲା କରିବା ଲାଗି ଦେଶରେ ଜାରି ରହିଛି ଲକ୍ ଡାଉନ । ଏହାକୁ କଡ଼ାକଡି ଭାବେ ପାଳନ କରୁଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଅନେକ ଦୋକାନ ବଜାର ବନ୍ଦ ରିହିଛି । ଏଥିପାଇଁ ବେଶ୍ ପ୍ରଭାବିତ ହୋଇଛନ୍ତି ଛୋଟ ଛୋଟ ବ୍ୟବସାୟୀ ଓ ଶ୍ରମିକ ଶ୍ରେଣୀର ଲୋକେ ।…