Browsing Tag

how to boil rice

ଭାତ ରାନ୍ଧିବା ବେଳେ ଜାଉ ହୋଇଯାଉଥିଲେ ଆପଣାନ୍ତୁ ଏସବୁ ଟିପ୍ସ, ଗୋଟା ଗୋଟା ହେବ ଭାତ

ଭାରତୀୟମାନଙ୍କର ପ୍ରମୁଖ ଖାଦ୍ୟ ହେଉଛି ଭାତ। ଆମେ ଭାରତୀୟମାନେ ଦିନକୁ ଥରେ ଭାତ ନ ଖାଇଲେ ଦିନ ଆରମ୍ଭ ହୁଏ ନାହିଁ। ପ୍ରତି ଘରେ ଭାତ ରୋଷେଇ ହୁଏ। ତେବେ କିଛି ଲୋକଙ୍କ ଅଭିଯୋଗ ଥାଏ ଯେ ସେମାନଙ୍କ ଭାତ ଅଧିକ ସିଝିଯାଏ ଓ ପେଜୁଆ ହୋଇଯାଏ। ଯାହା ଖାଇବାକୁ ଭଲ ଲାଗେ ନାହିଁ। ତେବେ ଆଜି ଆସନ୍ତୁ…