Below header
Browsing Tag

how to rich

କେବେ ବି ଧନୀ ହେବାକୁ ଦେଇ ନ ଥାଏ ଏହି ୩ଟି ଅଭ୍ୟାସ, ଆପଣଙ୍କ ପାଖରେ ଅଛି କି?

କେବେ ବି ଧନୀ ହେବାକୁ ଦେଇ ନ ଥାଏ ଏହି ୩ଟି ଅଭ୍ୟାସ। ଜଣେ ବ୍ୟକ୍ତିଙ୍କଠାରେ ଏହି ୩ଟି ଅଭ୍ୟାସ ଥିଲେ, ସେ ଆଗକୁ ବଢ଼ିପାରି ନ ଥାଏ, ଯେଉଁଥିପାଇଁ ସବୁଦିନ ଗରିବ ହୋଇ ରହିଯାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ମଣିଷର କେଉଁ ୩ଟି ଅଭ୍ୟାସ ରହିଛି, ଯାହା ଧନୀ ହେବାରେ ପ୍ରତିବନ୍ଧକ ସାଜିଥାଏ।…

ଧନୀ ହେବା ପାଇଁ ଚାହୁଁଥିଲେ ଘରୁ ତୁରନ୍ତ ବାହାର କରନ୍ତୁ ଏହି ୫ଟି ଜିନିଷ

ଆପଣ ସମାଜରେ କେତେ ସମ୍ମାନ ପାଇବା ହକଦାର ଏହାର ନିର୍ଦ୍ଧାରଣ ମଧ୍ୟ ଆପଣଙ୍କ ବ୍ୟାଙ୍କ୍ ବାଲାନ୍ସ କରିଥାଏ। ଧନ ରୋଜଗାର କରିବା ପାଇଁ ବହୁତ କଠିନ ପରିଶ୍ରମ କରିବାକୁ ପଡିଥାଏ। କିନ୍ତୁ ଦୁଃଖର କଥା ଏୟା ଯେ ପରିଶ୍ରମର ଫଳ ଠିକ ଭାବେ ମିଳିନଥାଏ। କଣ ଆପଣ କେବେ ଭାବିଛନ୍ତି ଏମିତି କାହିଁକି ହୋଇଥାଏ…