Below header
Browsing Tag

husband killed her wife

ପୁଣି ପବିତ୍ର ସମ୍ପର୍କରେ ଲାଗିଲା ରକ୍ତର ଛିଟା: ସ୍ବାମୀର ଠେଙ୍ଗା ମାଡରେ ଜୀବନ ହାରିଲା ସ୍ତ୍ରୀ

ମୟୂରଭଞ୍ଜ : ସ୍ୱାମୀ ଓ ସ୍ତ୍ରୀର ପବିତ୍ର ସମ୍ପର୍କରେ ରକ୍ତର ଛିଟା । ପୁଣି ଘଟିଗଲା ଅଘଟଣ । ସ୍ବାମୀର ଠେଙ୍ଗା ମାଡରେ ସ୍ତ୍ରୀ ମୃତ୍ଯୁ ହୋଇଥିବା ନେଇ ଖବର ଏବେ ସାମ୍ନାକୁ ଆସିଛି  । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା କୋଟିଶଳ ଗାଁରେ । ମୃତକ ହେଲେ କୋଇଲି…

ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଛିଟା, ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ନଦୀରେ ବୁଡ଼ାଇ…

ଆଲିଗଡ଼: ସ୍ୱାମୀ ସାଜିଲା ବଇରି। ପବିତ୍ର ସମ୍ପର୍କରେ ଲଗାଇଲା କଳଙ୍କର ଛିଟା। ତାନ୍ତ୍ରିକ ସହ ଶାରୀରିକ ସମ୍ପର୍କ ନରଖିବାରୁ ସ୍ତ୍ରୀକୁ ନଦୀରେ ବୁଡ଼ାଇ ହତ୍ୟା କରିଛି ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର ଆଲିଗଡ଼ରେ । ସୂଚନାଅନୁଯାୟୀ, ଗୁରୁବାର ଏହି ଘଟଣା ଘଟିଥିବା…