ଲକ ଡାଉନ ପ୍ରଭାବ: ହାଇଦ୍ରାବାଦରୁ ନିଜ ଭିଟାମାଟିକୁ ଚାଲି ଚାଲି ଫେରିଲେ ଯୁବକ
ଯାଜପୁର: ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଲା ଲକଡାଉନ କଟକଣା । ଚାଲି ଚାଲି ହାଇଦ୍ରାବାଦରୁ ଯାଜପୁର ପହଞ୍ଚିଲେ ଯୁବକ । ଯୁବକ ଜଣଙ୍କ ହେଉଛନ୍ତି ମଙ୍ଗଳପୁର ଥାନା ପାଟପୁର ଗାଁର ମୂଳ ବାସିନ୍ଦା ରମାକାନ୍ତ ଜେନା । ସେ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଥିଲେ । ଲକ୍ଡାଉନ ଯୋଗୁଁ ହୋଟେଲ…