ନନଭେଜ୍ ଖାଇବାକୁ ସୌକିନ କି, ତେବେ ଆଜି ବନାନ୍ତୁ ହାଇଦ୍ରାବାଦୀ ଚିକେନ
ଆବଶ୍ୟକ ସାମଗ୍ରୀ
୫୦୦ ଗ୍ରାମ ଚିକେନ
୩ଟି ସୁଖିଲା ଲଙ୍କା
୨ଟି ପିଆଜ
୨ ଚାମଚ ତେଲ, ୨ ଚାମଚ ଧନିଆ ପାଉଡର
୨ ଚାମଚ ଅଦା ରସୁଣ ପେଷ୍ଟ
୩ଟି ଲାଲ ଲଙ୍କା
୨ ଚାମଚ ଭଜା ବାଦାମ
୧ ଚାମଚ ଜିରା
୨-୩ଟି କଞ୍ଚା ଲଙ୍କା
୧୦-୧୨ଟି ଭୃଷଙ୍ଗ ପତ୍ର
୧ ଚାମଚ ହଳଦି…