ଦିନିକିଆ ବିଶ୍ବକପ୍ ପାଇଁ କ୍ୟୁରେଟରଙ୍କୁ ICCର ନିର୍ଦ୍ଦେଶ, ସବୁ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହିତ ପିଚରେ ଘାସ…
ଆସନ୍ତା ଅକ୍ଟୋବରରୁ ଦିନିକିଆ ବିଶ୍ୱକପ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି) ପକ୍ଷରୁ ସମସ୍ତ ଷ୍ଟାଡିୟମ୍ ମାନଙ୍କରେ ନୂଆ ନିୟମ ଲାଗୁ କରାଯାଉଛି । ବଡ଼ ବାଉଣ୍ଡାରୀ, ଗ୍ରୀନ୍ ପିଚ୍। ସମସ୍ତ ଗ୍ରାଉଣ୍ଡର ବାଉଣ୍ଡାରୀ ବଢାଇବା ସହ ପିଚରେ ଘାସ…