Below header
Browsing Tag

ice egg

ଫିନ୍‌ଲ୍ୟାଣ୍ଡରେ ବିରଳ ଦୃଶ୍ୟ, ଦେଖିବାକୁ ମିଳିଲା ବରଫ ଅଣ୍ଡା

ଫିନ୍‌ଲ୍ୟାଣ୍ଡର ହଲୁଓଟୋ ଦ୍ୱୀପର ମାର୍ଜେନେମୀ ବେଳାଭୂମିରେ ଲକ୍ଷ ଲକ୍ଷ ସଂଖ୍ୟାରେ ଅଣ୍ଡା ଆକୃତିର ଦୁର୍ଲ୍ଲଭ ବରଫର ଗୁଳା ଦେଖିବାକୁ ମିଳିଛି। ଏକ ଦମ୍ପତି ଏହି ଦ୍ୱୀପକୁ ଆବିଷ୍କାର କରିଛନ୍ତି। ଏହି ବରଫର ଅଣ୍ଡା ସମୁଦ୍ରକୂଳ ଠାରୁ ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ବ୍ୟାପି ରହିଛି। ଏହି ସ୍ଥାନର…