Browsing Tag

Icy Water Bath

ସାଇବେରିଆରେ ବରଫ ପାଣିରେ ଗାଧାନ୍ତି ନର୍ସରୀ ସ୍କୁଲ ପିଲା, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ

ଶୀତଦିନରେ ଗାଧୋଇବା କଥା ଶୁଣିଲେ ପ୍ରାୟତଃ ଅଧିକାଂଶ ଲୋକେ ପଛଘୁଞ୍ଚା ଦିଅନ୍ତି। ଆଉ ପିଲାମାନେ ତ ବେଶି। ଗାଧୋଇବା ନାଁ ଶୁଣିଲେ କୁଆଡେ ଯାଉ ଲୁଚନ୍ତି। ଥଣ୍ଡା ପାଣି କଥା ଛାଡନ୍ତୁ ଗରମ ପାଣିରେ ଗାଧୋଇବା ପାଇଁ ମଧ୍ୟ ମନ କରନ୍ତି ନାହିଁ। କିନ୍ତୁ ସାଇବେରିଆର କିଣ୍ଡରଗାର୍ଟନ ସ୍କୁଲରେ ପଢୁଥିବା…