Browsing Tag

ifoo mallick

ମେଡିକାଲ ଛାତ୍ର ଇଫୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ସାବାସୀ ସହ ଭେଟି ଦେଲେ ନୂଆ ମୋବାଇଲ୍‌ ଓ ବହି

ଭୁବନେଶ୍ୱର (କେନ୍ୟୁଜ୍‌) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ମେଧାବୀ ଛାତ୍ର ଇଫୁ ମଲ୍ଲିକଙ୍କୁ ଆଜି ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରେ ଇଫୁ ଭେଟିବା ବେଳେ ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିଭାର ଉଚ୍ଚ ପ୍ରଶଂସା କରିଥିଲେ । ନିଟ୍ ପରୀକ୍ଷାରେ କୃତିତ୍ବ ହାସଲ କରି…