Below header
Browsing Tag

imran hasmi

ୟୁଟ୍ୟୁବରେ ଧମାଲ୍ ମଚାଉଛି ଇମରାନ୍ ହାସମିଙ୍କ ନୂଆ ମ୍ୟୁଜିକ୍ ସଙ୍ଗ୍‌, ଆପଣ ବି ଥରେ ଦେଖନ୍ତୁ ଭିଡିଓ

ଇମରାନ୍ ହାସମୀ ଆଗାମୀ ଦିନରେ ଅନେକ ବଡ ବଡ ଫିଲ୍ମରେ ନଜର ଆସିବାକୁ ଯାଉଛନ୍ତି। ବର୍ତ୍ତମାନ ଇମରାନ୍ ହାସମି ନିଜର ଏକ ମ୍ୟୁଜିକ ଭିଡିଓ ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ମ୍ୟୁଜିକ ଭିଡିଓ ଏତେ ସୁନ୍ଦର ହୋଇଛି ଯେ ଲୋକେ ଏହାକୁ ଖୁବ୍ ପସନ୍ଦ କରିବା ସହିତ ବହୁତ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।…

କିସ୍ କିଙ୍ଗ ଇମ୍ରାନ ହାସମୀଙ୍କୁ ଟକ୍କର ଦେବେ ସଲମାନ, ଟାଇଗର ୩କୁ ନେଇ ଚର୍ଚ୍ଚାରେ ଭାଇଜାନ୍

ସଲମାନ ଖାନ ଏବେ ‘ଟାଇଗର ୩’ କୁ ନେଇ ଚର୍ଚ୍ଚାରେ। ଫିଲ୍ମରେ ଖଳନାୟକ କିଏ ହେବ ଏପର୍ଯ୍ଯନ୍ତ ଘୋଷଣା କରାଯାଇନାହିଁ। ଫିଲ୍ମରେ ଖଳନାୟକ ଭୂମିକା ପାଇଁ ଅଲଗା ଅଲଗା ଚେହେରା ଖୋଜୁଛନ୍ତି ପ୍ରଯୋଜକ। ୟଶରାଜ ଫିଲ୍ମସ ବ୍ଯାନରେ ନିର୍ମିତ ହୋଇଥିବା ଟାଇଗର ଜିନ୍ଦା ହୈରେ ଯେପରି ସାଜଦ ଡେଲାଫ୍ରୋଜଙ୍କୁ…