Browsing Tag

Ind vs England

ଇଂଲଣ୍ଡ- ଭାରତ ଦ୍ବିତୀୟ ଟେଷ୍ଟ: ୩ୟ ଦିନ ଖେଳ ସୁଦ୍ଧା ୩୯୧ ରନ କରିଛି ଇଂଲଣ୍ଡ

ଲର୍ଡସ ତୃତୀୟ ଦିନରେ ଜୋ ରୁଟ୍‌ଙ୍କ ରାଜ୍‌ । ଜୋ ରୁଟ୍‌ଙ୍କ ଅପରାଜିତ ୧୮୦ ରନ୍‌ ଆଗରେ ନିରାଶ ହେଲେ ଭାରତୀୟ ବୋଲର । ଭାରତୀୟ ବୋଲର ଯେତେ ରଣକୌଶଳ ଆପଣାଇଥିଲେ ବି ତାଙ୍କ ଓ୍ଵିକେଟ ହାତେଇପାରିନଥିଲେ । ଫଳରେ ୩୯୧ ରନ କରିବାରେ ଦଳ ସଫଳ ହୋଇଥିଲା । ତୃତୀୟ ଦିନ ଶେଷ ସୁଦ୍ଧା ୩୯୧ରେ ସମସ୍ତ…