ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ : ୩୬ ବର୍ଷ ପରେ ଭାରତ ମାଟିରେ ଟେଷ୍ଟ ମ୍ୟାଚ ଜିତିଲା ନ୍ୟୁଜିଲାଣ୍ଡ, ୮ ଓ୍ୱିକେଟରେ…
ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚକୁ ୮ ଓ୍ୱିକେଟରେ ଜିତିନେଇଛି ନ୍ୟୁଜିଲାଣ୍ଡ ଟିମ । ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ଭାରତ ୧୦୭ ରନ୍ ଟାର୍ଗେଟ ଦେଇଥିଲା । ଶେଷ ଦିନରେ ଓଦା ଫିଲ୍ଡ ଯୋଗୁଁ ବିଳମ୍ବରେ ଖେଳ ଆରମ୍ଭ ହୋଇଥିବା ସତ୍ତ୍ୱେ ନ୍ୟୁଜିଲାଣ୍ଡ ଲଞ୍ଚ ବ୍ରେକ…