Browsing Tag

INDIA-AUSTRALI 2ND T-20 ABANDONED

ବର୍ଷା ଧୋଇ ନେଲା ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟି-୨୦

ମେଲବର୍ଣ୍ଣ : ଭାରତର ଲଗାତର ୭ଟି ଟି-୨୦ ସିରିଜ୍‌ ଜିତିବାର ସ୍ୱପ୍ନ ପୂରଣ ହୋଇ ପାରିଲାନି । କାରଣ ଏଠାରେ ଆଜି ଖେଳା ଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଛି । ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୪ ରନ୍‌ରେ ଜିତିଥିଲା । ତୃତୀୟ ତଥା ଶେଷ ମ୍ୟାଚ୍‌ ୨୫ ତାରିଖ ଦିନ…