Browsing Tag

india avs srilanka 2nd t-20

ଇନ୍ଦୋର ଟି-୨୦ : ଭାରତ ଆଗରେ ଶ୍ରୀଲଙ୍କା ରଖିଲା ୧୪୩ ରନ୍‌ର ଟାର୍ଗେଟ୍‌

ଇନ୍ଦୋର : ଦ୍ୱିତୀୟ ଟି-୨୦ରେ ଶ୍ରୀଲଙ୍କା ଦଳ ୨୦ ଓଭର୍‌ରେ ୯ ଓ୍ଵିକେଟ୍‌ ହରାଇ କରିଛି ୧୪୨ ରନ୍‌ । ଫଳରେ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୧୪୩ ରନ୍‌ କରିବାକୁ ହେବ । ଟସ୍‌ ଜିତି ବିରାଟ କୋହଲି ପ୍ରଥମେ ଫିଲଡିଂ ନେଇଥିଲେ । ତାଙ୍କ ବୋଲର୍‌ମାନେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ଦଳକୁ ଗୋଟିଏ…