Browsing Tag

india- china conspiracy

ଯେଉଁ ଘାଟି ଉପରେ ଭାରତ ଓ ଚୀନ ମଧ୍ୟରେ ଲାଗି ରହିଛି ବିବାଦ, ଜାଣନ୍ତୁ ତାହା ସହିତ ଜଡିତ କିଛି ଅଜଣା କଥା

ଭାରତ ଚୀନ ଭିତରେ ବିବାଦ ଘନେଇବାରେ ଲାଗିଛି । ଉଭୟ ପକ୍ଷର ସେନା ଦେଢ଼ ମାସ ଧରି ପରସ୍ପର ପ୍ରତି ମୁହାଁ ମୁହିଁ ହୋଇ ଠିଆ ହୋଇଥିବା ବେଳେ ଗତ ୧୫ ତାରିଖ ଅର୍ଥାତ ସୋମବାର ରାତିରେ ଏହି ବିବାଦ ଏକ ହିଂସାତ୍ମକ ରୂପ ନେଇଛି । ଏହି ଘଟଣାରେ ୨୦ ଜଣ ଭାରତୀୟ ସୈନ୍ୟ ସହିଦ ହୋଇଥିବା ବେଳେ ୪୩ ଜଣ ଚୀନ…