Browsing Tag

India-china population

ଜନସଂଖ୍ୟାରେ ଚୀନକୁ ଟପିଗଲା ଭାରତ

ନୂଆଦିଲ୍ଲୀ : ଜନସଂଖ୍ୟାରେ ଚୀନକୁ ଟପିଗଲା ଭାରତ। ୱାର୍ଲଡ ପପୁଲେସନ ରିଭ୍ୟୁ ମୁତାବକ, ୨୦୨୨ ଶେଷ ବେଳକୁ ଭାରତର ଜନସଂଖ୍ୟା ୧୪୧ କୋଟି ୭୦ ଲକ୍ଷ। ଏ ସମୟରେ ଚୀନ ଜନ ସଂଖ୍ୟା ୧୪୧ କୋଟି ୨୦ ଲକ୍ଷ। ଅର୍ଥାତ ଚୀନଠାରୁ ଭାରତର ଜନସଂଖ୍ୟା ୫୦ ଲକ୍ଷ ଅଧିକ। ଭାରତର ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକଙ୍କ…