Browsing Tag

india corona death cases

ଦେଶରେ କରୋନାର ପୁଣି ଲମ୍ବା ଡିଆଁ: ଗତ ୨୪ ଘଣ୍ଟାରେ ୧୨ ହଜାର ୨୧୩ ପଜିଟଭ୍ ଚିହ୍ନଟ, ୧୧ ମୃତ

ନୂଆଦିଲ୍ଲୀ: ଦେଶରେ କରୋନାର ଲମ୍ବା ଡିଆଁ। ଦୈନିକ ସଂକ୍ରମଣ ୧୨ହଜାର ପାର୍‌। ଗତ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧୨ ହଜାର ୨୧୩। ୧୧ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ। ଡେଲି ପଜିଟିଭିଟି ରେଟ୍‌ ରହିଛି ୨.୩୫ ପ୍ରତିଶତ। ଆକଟିଭ୍‌ କେସ୍‌ ୫୮ହଜାର ୨୧୫ରେ ପହଞ୍ଚିଛି। କରୋନାରୁ ସୁସ୍ଥ…

ଦେଶରେ ବଢି ଚାଲିଛି କୋଭିଡ୍‌ କେସ୍‌: ଗତ ୨୪ ଘଣ୍ଟାରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଉପରମୁହାଁ ସଂକ୍ରମଣ । ବଢି ଚାଲିଛି ଡେଲି କେସ୍‌ । ଗତ ୨୪ ଘଣ୍ଟାରେ କୋଭିଡ୍‌ ମାମଲା ୨୩ ପ୍ରତିଶତ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୪୬ ହଜାର ୧୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପାଖାପାଖି ଦୁଇ ମାସ ପରେ ଏହା ସର୍ବାଧିକ କେସ୍‌ । ମଙ୍ଗଳବାର ସବୁଠୁ କମ ୨୫…

ଦେଶରେ ୨୪ ଘଣ୍ଟାରେ ୧ଲକ୍ଷ ୬୩୬ ସଂକ୍ରମିତ, ୨ହଜାର ୪୨୭ ମୃତ

ନୂଆଦିଲ୍ଲୀ: ଦେଶରେ ଖସୁଛି କରୋନା ଗ୍ରାଫ। ଧୀରେ ଧୀରେ ସମସ୍ତ ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଉତ୍ତର ଭାରତର ଅଧିକାଶଂ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପିକ୍‌ରୁ ଦୁଇ ଗୁଣ କମିଛି। ଦେଶରେ ୨୪ ଘଣ୍ଟାରେ ସଂକ୍ରମିତ ହୋଇଛନ୍ତି ୧ଲକ୍ଷ ୬୩୬। ମୃତ୍ୟୁ ବରଣ କରିଛନ୍ତି ୨ହଜାର…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା, ଗତ ୨୪ ଘଣ୍ଟାରେ ୪ ହଜାର ୪୫୫ ମୃତ

କେନ୍ୟୁଜ୍(ବ୍ୟୁରୋ): ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ୩ ଲକ୍ଷ ପାର କରିବାରେ ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ଦେଶ । ଗତ ୨୪ ଘଣ୍ଟାରେ ଦେଶରେ ପ୍ରାଣ ହରାଇଛନ୍ତି ୪ ହଜାର ୪୫୫ । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩ ହଜାର ୭୫୧ । ମାତ୍ର ୧୨ ଦିନରେ ପ୍ରାଣ ହରାଇଛନ୍ତି ୫୦…

ଦେଶରେ ସଂକ୍ରମଣ ଖସୁଛି, ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ଖସୁଛି । ହେଲେ ଚିନ୍ତା ବଢ଼ାଉଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩ ହଜାର ୯୪୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ୩ ଲକ୍ଷ ୪୩ ହଜାର ୧୨୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୂର୍ବଦିନ ଥିଲା ୩ ଲକ୍ଷ ୬୨ ହଜାର ୭୨୦ । ମଙ୍ଗଳବାର ଦିନ ଦେଶରେ ସର୍ବାଧିକ…

ପ୍ରଥମ ଥର ପାଇଁ ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ ସଂଖ୍ଯା, ୨୪ ଘଣ୍ଟାରେ ୨୧୦୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୩ ଲକ୍ଷ ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୩ ଲକ୍ଷ ୧୪ହଜାର ୮୩୫ ରେ ପହଞ୍ଚିଥିଛି। ବିଶ୍ୱରେ କୌଣସି ଦେଶରେ ଏତେ ସଂଖ୍ୟାରେ ଦୈନିକ ସଂକ୍ରମଣ ହୋଇ ନାହିଁ। ଆମେରିକାରେ ଜାନୁଆରିରେ ସର୍ବାଧିକ ୨ଲକ୍ଷ ୯୭ହଜାର ୩୪୦ ପଜିଟିଭ ଚିହ୍ନଟ ହୋଇଥିଲେ। ଗତ ୨୪…