Browsing Tag

India-England 3rd Test

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ, ରାଜକୋଟ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ

ଆଜି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ। ନୂଆ ରଣନୀତି ନୂଆ ବ୍ରିଗେଡ ନେଇ ରାଜକୋଟ ମଇଦାନକୁ ଓହ୍ଲାଇବ ରୋହିତ ବାହିନୀ । ମ୍ୟାଚରେ ଡେବ୍ୟୁ କରିପାରନ୍ତି ୨ ଯୁବ ତାରକା ସରଫରାଜ ଖାନ ଓ ଧ୍ରୁବ ଜୁରେଲ । ଆହତ କାରଣରୁ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନ ଶ୍ରେୟସ ଆୟର ଏବଂ କେ.ଏଲ ରାହୁଲ ଦଳରୁ ବାଦ୍ ପଡ଼ିଛନ୍ତି…